Get Updates
Get notified of breaking news, exclusive insights, and must-see stories!

ପୁରୀ ଓ ଯାଜପୁରରେ ହେବ ନୂଆ ମେଡିକାଲ କଲେଜ, କ୍ୟାବିନେଟ ବୈଠକରେ ନିଷ୍ପତ୍ତି

ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ।

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି । ପୁରୀରେ ହେବ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ସେହିପରି ଯାଜପୁରରେ ହେବ ୧୦୦ ସିଟ୍‌ର ମେଡିକାଲ କଲେଜ, ୫୦୦ ଶଯ୍ୟାର ହସ୍ପିଟାଲ ହେବା ନେଇ ନିଷ୍ପତି ହୋଇଛି ।

Cabinet Meeting

ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସରିବ। ଉଭୟ ମେଡିକାଲ କଲେଜ ପାଇଁ L&Tର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମଳିଛି । ପୁରୀ ମେଡିକାଲ କଲେଜ ପାଇଁ ୨୨୪.୫୬ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଆଗମୀ 3 ବର୍ଷ ମଧ୍ୟରେ ସରିବ ସମସ୍ତ କାମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+