ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କଲା ୧୬ଟି ବିଭାଗୀୟ ପ୍ରସ୍ତାବ
ରାଜ୍ୟ କ୍ୟବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ବା ଭିସୁଟ୍କୁ ଜାତୀୟ ସ୍ତରର ଏକ ପ୍ରମୁଖ ବୈଷୟିକ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପରିଣତ କରାଯିବ । ଭିଏସ୍ଏସ୍ୟୁଟି ପୁନଃବିକାଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ୟାକେଜ୍-୧ରେ ୯୨୯ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।













Click it and Unblock the Notifications