ଆଜି ଆସିବ ରାଜ୍ୟ ବଜେଟ, ସନ୍ଧ୍ୟାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Odisha News: ଆଜି ଆସିବ ରାଜ୍ୟ ବଜେଟ୍ । ସନ୍ଧ୍ୟାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ । ଏଥର ରାଜ୍ୟ ବଜେଟର ପରିମାଣ ବଢିବାର ସମ୍ଭାବନା ରହିଛି । ସେହିପରି ଅନେକ ନୂଆ ଯୋଜନା ଆସିବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ଷେତ୍ରକୁ ଏଥର ବଜେଟରେ ଗୁରୁତ୍ୱ ଦିଆଯିବ ।













Click it and Unblock the Notifications