ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି, ଅଭିଳାଷ ପଣ୍ଡା ହେଲେ ସଭାପତି
ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି । ପୁଣିଥରେ ଭାରତୀୟ ଯୁବ ମୋର୍ଚ୍ଚାର ସଭାପତି ହେଲେ ଯୁବ ନେତା ଅଭିଳାଷ ପଣ୍ଡା । ସେହିପରି ଡ. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚାର ସଭାପତି ଦାୟିତ୍ୱ ଦିଆଯାଇଛି । ତା ସହିତ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ କୃଷକ ମୋର୍ଚ୍ଚାର ସଭାପତି, କାନ୍ଦେରା ସୋରେନ୍ ଏସଟି ମୋର୍ଚ୍ଚାର ସଭାପତି, ବାଇଧର ମଲ୍ଲିକଙ୍କୁ ଏସସି ମୋର୍ଚ୍ଚାର ସଭାପତି, ପ୍ରଦ୍ୟୁମ୍ନ ନାୟକଙ୍କ ଓବିସି ମୋର୍ଚ୍ଚାର ସଭାପତି ଏବଂ ଗୁରିନ୍ଦର ସିଂହଙ୍କୁ ଅଳ୍ପସଂଖ୍ୟକ ମୋର୍ଚ୍ଚାର ସଭାପତି ଭାବେ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ।













Click it and Unblock the Notifications