ବିଧାନସଭାରେ ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ, ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଯିବେ ଜେଲ୍

ଏବେ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଧର୍ମଘଟ ପାଇଁ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡ ବ୍ୟବସ୍ଥା ହେବ ।

ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହୋଇଛି ଓଡିଶା ଅତ୍ୟାବଶକୀୟ ସେବା ସଂଶୋଧନ ବିଲ୍‌ । ଏବେ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଧର୍ମଘଟ ପାଇଁ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡ ବ୍ୟବସ୍ଥା ହେବ । ସେହିପରି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ କିମ୍ବା ଆର୍ଥିକ ସହଯୋଗ କଲେ ହେବ ଜେଲ୍ ଦଣ୍ଡ ।

ବିଧାନସଭା

ତେବେ ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ସାମିଲ ହେଲେ ଦଣ୍ଡିତ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+