Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା

ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ବାରବାଟୀ T-20 ଖେଳିବାକୁ ଆଗୁଆ ଆସି ପହଞ୍ଚିଲେ । ବିଶ୍ବର ଶ୍ରେଷ୍ଠ ବୋଲର ବୁମ୍‌ରାଙ୍କୁ ଦେଖିବାକୁ ଟ୍ବିନ୍‌ ସିଟିରେ ବଡ଼ କ୍ରେଜ୍‌ । ଅପରାହ୍ନ ସାଢ଼େ ୩ରେ ଅନ୍ୟ ଖେଳାଳିମାନେ ପହଞ୍ଚିବା ସମ୍ଭାବନା । ODI ସିରିଜ୍‌ ବିଜୟ ପରେ ୯ ତାରିଖ ବାରବାଟୀ T-20 ଉପରେ ନଜର।

bowler Jasprit Bumrah
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+