ଖଲ୍ଲିକୋଟ ବିଜ୍ଞାନ କଲେଜରେ ଛୁରାମାଡ଼, ୩ ଜଣ ଅଣଛାତ୍ର ଆହତ

ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ କଲେଜରେ ଛୁରାମାଡ଼ । ଜଣେ ଯୁକ୍ତ ୩ କଲେଜ ଛାତ୍ରଙ୍କ ଛୁରାମାଡ଼ରେ ୩ ଜଣ ଅଣଛାତ୍ର ଆହତ ହୋଇଛନ୍ତି । ୩ ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Khallikote Science College

ଘଟଣା ପରେ ଅଭିଯୁକ୍ତ ମେଘେନା ପାହାନ ଫେରାର ହୋଇଯାଇଛନ୍ତି । ପ୍ରେମ ଜନିତ କାରଣରୁ ଏଭଳି ଘଟିଥିବା ଜଣାପଡ଼ିଛି । ମେଘନାଙ୍କୁ ମାଡ଼ ମାରିବାକୁ କଲେଜ ପଡ଼ିଆରେ ଜଗି ରହିଥିଲେ ୩ ଅଣଛାତ୍ର । ମେଘେନା ପାହାନ ପରୀକ୍ଷା ଦେବାକୁ କଲେଜ ଆସିବା ବେଳେ ବଚସା ହୋଇଥିଲା । ପରେ ମେଘନା ବ୍ୟାଗରୁ ଛୁରି କାଢ଼ି ସେଥିରେ ୩ଜଣଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+