ସନାତନ ଓ ଅରବିନ୍ଦଙ୍କ ସସ୍ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍, କହିଲେ ପ୍ରକୃତ ବିଶ୍ୱାସଘାତକ କିଏ ?
ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍ପେଣ୍ଡ ନେଇ ଶ୍ରୀମୟୀଙ୍କ ଟାର୍ଗେଟ୍ । ବିଜେଡି ନେତୃତ୍ୱ ଓ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ ମିଶ୍ର । ପୁଣି ନବୀନ ଓ ପାଣ୍ଡିଆନ୍ଙ୍କୁ ସିଧାସଳଖ ଟାର୍ଗେଟ କଲେ ଶ୍ରୀମୟୀ। ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି। ୨ ବିଧାୟକଙ୍କୁ ନିଲମ୍ବିତ କରି 'ଅନୁଶାସନ'ର ପାଠ ପଢ଼ାଯାଉଛି। କିଏ କାହା ସହ ବିଶ୍ୱାସଘାତକତା କରିଛି?, ପ୍ରକୃତ ବିଶ୍ୱାସଘାତକ କିଏ?' । କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା'। ଆଉ ବିଧାୟକ ସଂଖ୍ୟା ୫୧ରେ ସୀମିତ ରହିଲା ବୋଲି କହିଛନ୍ତି ଶ୍ରୀମୟୀ ।













Click it and Unblock the Notifications