ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀଙ୍କ ଆକ୍ଷେପ

ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀଙ୍କ ଆକ୍ଷେପ । ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର ।

Srimayi s
କିଏ କାହା ଟିମ୍‌ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା ବୋଲି କହିଛନ୍ତି ଶ୍ରୀମୟୀ। ବିଜେଡି ମୁଖିଆ କାହାକୁ ଗୁରୁତ୍ଵ ଦେଉନଥିବା ଶ୍ରୀମୟୀଙ୍କ ବ୍ୟଙ୍ଗ କବିତା । କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ' । ବଣ ଭୋଜି ଖାଇ କିଛି ଆଶ୍ବସ୍ତ, ଅଧିକାର ସାବ୍ୟସ୍ତ ପାଇଁ ଟଣାଓଟରା' । କାହା ଟିମ୍‌ରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା'। ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ ଦେଲେନି ସବୁଜ ସଙ୍କେତ ବୋଲି କହିଛନ୍ତି ଶ୍ରୀମୟୀ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+