ଶ୍ରୀଗୁଣ୍ଡିଚା ଯାତ୍ରା ନୀତି, ଅପରାହ୍ନ ୪ଟାରେ ରଥଟଣା

ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ 9 ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । 9.15 ରେ ମଙ୍ଗଳାର୍ପଣ ପରେ 9.30 ରୁ ପହଣ୍ଡି । ମଧ୍ୟାହ୍ନ 12.30 ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ । 2.30 ରୁ 3.30 ମଧ୍ୟରେ ଛେରାପହଁରା ନୀତି । ଚାରମାଳ ଫିଟାଯାଇ ଅପରାହ୍ନ 4 ଟାରେ ହେବ ରଥଟଣା ।

Yatra Policy
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+