ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ମାମଲା ରଦ୍ଦ କଲେ ସୁପ୍ରିମ କୋର୍ଟ
ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାମଲା ରଦ୍ଦ । ଦୁଇ ପକ୍ଷର ପିଟିସନରଙ୍କ ଉପରେ 1 ଲକ୍ଷ ଟଙ୍କା ଲେଖାଏଁ ଜରିମାନା । ଆବେଦନକାରୀ ମାନେ କୋର୍ଟକୁ ଯିବା କେତେ ଦୂର ଆଇନଗତ ନିଷ୍ପତ୍ତି ଆସିବା ପରେ ଜଣା ପଡିବ ।
BIG BREAKING :
ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାମଲା ରଦ୍ଦ । ଦୁଇ ପକ୍ଷର ପିଟିସନରଙ୍କ ଉପରେ 1 ଲକ୍ଷ ଟଙ୍କା ଲେଖାଏଁ ଜରିମାନା । ଆବେଦନକାରୀ ମାନେ କୋର୍ଟକୁ ଯିବା କେତେ ଦୂର ଆଇନଗତ ନିଷ୍ପତ୍ତି ଆସିବା ପରେ ଜଣା ପଡିବ । କୋର୍ଟର ନିଷ୍ପତ୍ତି ପରିଶେଷରେ ଯାହା ହେବ ତାକୁ ମାନିବାକୁ ହେବ ।













Click it and Unblock the Notifications