ପୁରୀ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କଲେ SRC

ପୁରୀରେ ବାଣ ବିସ୍ଫୋରଣ ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏବେ ଏହି ବିସ୍ଫୋରଣ ଘଟଣାରେ SRCଙ୍କ ତଦନ୍ତ ଆରମ୍ଭ
ନରେନ୍ଦ୍ର ପୁଷ୍କରିଣୀ ନିକଟ ଦୋକାନୀ, ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିବା ବ୍ୟକ୍ତିବିଶେଷ ଓ ଆହତଙ୍କ ସମ୍ପର୍କୀୟ ଓ ମୃତକଙ୍କ ପରିବାର ଲୋକେ ମଧ୍ୟ ଏସଆରସିଙ୍କ ଆଗରେ ବୟାନ ରଖିବେ।

puri

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ଆରମ୍ଭ ହେଲା ତଦନ୍ତ। ଆଜି ପୁରୀ ସର୍କିଟ ହାଉସରେ ସ୍ୱତନ୍ତ୍ର ରିଲିଫ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ ବୋଲି ସୂଚନା ମିଳିଛି।

ବାଣ ବିସ୍ଫୋରଣ ଘଟଣାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ପୁରୀ ପୁଲିସ, ଏସପି, ଅଗ୍ନିଶମ ବିଭାଗର ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ବୟାନ ରଖିବେ। ଏଥିସହ ନରେନ୍ଦ୍ର ପୁଷ୍କରିଣୀ ନିକଟ ଦୋକାନୀ, ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିବା ବ୍ୟକ୍ତିବିଶେଷ ଓ ଆହତଙ୍କ ସମ୍ପର୍କୀୟ ଓ ମୃତକଙ୍କ ପରିବାର ଲୋକେ ମଧ୍ୟ ଏସଆରସିଙ୍କ ଆଗରେ ବୟାନ ରଖିବେ। ଏହାରି ଭିତରେ ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଁଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+