Get Updates
Get notified of breaking news, exclusive insights, and must-see stories!

ଏଥର ଜାଗରରେ ଲାଗିବନି ମେଳା; ମନ୍ଦିରରେ ରହିବନି ଭିଡ, ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର । ଜାଗର ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ନିର୍ଦ୍ଦେଶନାମା ।

ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ ଜାଗର । ଜାଗର ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ନିର୍ଦ୍ଦେଶନାମା । ଜାଗର ଭିଡକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନରେ କୋଭିଡ କଟକଣାକୁ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି ।

Mahashivratri

ମହାମାରୀର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ମେଳା ଓ ଗହଳିକୁ ମନା କରାଯାଇଛି। ସେହପରି ଯାତ୍ରା ସମୟରେ ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦଆଯାଇଛି। ତେବେ ଏହି ସବୁ ନିର୍ଦ୍ଦେଶାନାମା ଜାରି କରି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସଆରସି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC ।

ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଜାଗର ଅବସରରେ ଭିଡ ରୁହେ । ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳନ୍ତି । ତେଣୁ କୋଭିଡ ସ୍ଥିତିରେ ଜାଗର ପାଳନ ଉପରେ ଲାଗିଛି କଟକଣା । ମନ୍ଦିର କିମ୍ବା ମନ୍ଦିର ବାହାରେ ଗହଳି ନଜମାଇବା ପାଇଁ ଗାଇଡଲାଇନରେ ଉଲ୍ଲେଖ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+