ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ । OTET ସ୍ଥଗିତ ନେଇ ସୂଚନା ଜାରି କଲା BSE । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ଘୋଷଣା। ଖୁବ୍ ଶୀଘ୍ର OTET ହେବ ବୋଲି nbsp;ଜଣାଇଲା nbsp;ବୋର୍ଡ।