ଯାଜପୁରରେ ଝାଡ଼ାବାନ୍ତି ନେଇ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବଙ୍କ ସୂଚନା; ୪୦ ସାମ୍ପଲ୍ରୁ ୫ କଲେରା ପଜିଟିଭ
ଯାଜପୁରରେ ଝାଡ଼ାବାନ୍ତି ନେଇ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବଙ୍କ ସୂଚନା । ଯେଉଁ ୪୦ ସାମ୍ପଲ୍ରୁ ୫ କଲେରା ପଜିଟିଭ ଆସିଛି ଭିନ୍ନ ଭିନ୍ନ ଅଞ୍ଚଳର। ଗୋଟିଏ କ୍ଲଷ୍ଟରରୁ ବାହାରି ନାହିଁ, ଆଉ କିଛି ବି କାରଣ ଥାଇପାରେ।
ଭୟଭୀତ ହୁଅନ୍ତୁ ନାହିଁ, ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍ ଆସନ୍ତୁ । ସଂକ୍ରମଣ ସକ୍ରିୟ ସ୍ଥିତିରେ ରହିଛି, ସମସ୍ତେ ପାଣି ଫୁଟାଇ ପିଅନ୍ତୁ ।
ସର୍ଭେଲାନ୍ସ ଚାଲିଛି, ଯାଜପୁର ଓ ଏସ୍ସିବି ମେଡିକାଲ୍ ଟିମ୍ ରହିଛି । ଷ୍ଟେଟ୍ ଲେବୁଲ ଟିମ୍ ମଧ୍ୟ ସବୁ ବେଳେ ସେଠାରେ ରହୁଛି । ଭଦ୍ରକର ସ୍ଥିତି ସେତେ ଗମ୍ଭୀର ନୁହେଁ । କଲେରା ଚିହ୍ନଟ ହୋଇନି। ଏହା ଏକ ଜଳବାହିତ ରୋଗ, ତେଣୁ ପାଣିକୁ ଫୁଟାଇ ପିଇବା ।













Click it and Unblock the Notifications