ଓଡ଼ିଆ ସାଇନେଜ୍ ବୋର୍ଡ ପ୍ରଦର୍ଶିତ କରିବା ପାଇଁ ୧୪ଟି ପ୍ରତିଷ୍ଠାନଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍

ଆମେ ଆମ ଭାଷା ପାଇଁ ଗର୍ବିତ। ଆମ ଭାଷା ଆମ ପାଇଁ ସବୁଠୁ ପ୍ରିୟ। କାହିଁକି ନା ଆମେ ଓଡ଼ିଆ ଭାରି ବଢିଆ। ଆଉ ବ୍ୟକ୍ତିର ମାତୃଭାଷା ସର୍ବଦା ତାକୁ ଉଚ୍ଚରେ ରଖେ। ଭାଷାର ଗୁରୁତ୍ବକୁ ଆହୁରି ମଜବୁତ୍ ପାଇଁ ସରକାରୀ ସ୍ତରରେ ନାନା ଯୋଜନା ବି ହେଉଛି।

ଏପରିକି ବିଭିନ୍ନ ଅନୁଷ୍ଠାନରେ ଲାଗିଥିବା ଇଂରାଜୀ ବୋର୍ଡ ହଟାଇ ଓଡ଼ିଆ ବୋର୍ଡ ଲେଖିବାକୁ ନୋଟିସ ହୋଇଛି। ଆଉ ବୋର୍ଡ ପରିବର୍ତ୍ତନ ନ କରିବାରୁ କାରଣ ଦର୍ଶାଅ ନୋଟିସ ବି ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସବୁଠି ଆଦର ପାଇଛି।

board

ଭୁବନେଶ୍ବରର ଅଶୋକ ନଗର, ସହିଦ ନଗର ଓ ସତ୍ୟ ନଗର ଅଞ୍ଚଳରେ ଓଡ଼ିଆ ସାଇନେଜ୍ ବୋର୍ଡ ପ୍ରଦର୍ଶିତ କରିବା ନେଇ ଭୁବନେଶ୍ୱର ସହକାରୀ ଶ୍ରମ ଅଧିକାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ କରାଯାଇଥିଲା। ଓଡ଼ିଆ ସାଇନେଜ୍ ବୋର୍ଡ ପ୍ରଦର୍ଶିତ କରିବା ପାଇଁ ଓ.ଏସ୍ଆଣ୍ଡ୍.ସିଇ Act ୧୯୫୬ ଅନୁଯାୟୀ ୧୪ଟି ପ୍ରତିଷ୍ଠାନଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।"

ସରକାରୀ ସ୍ତରରେ ଏପରି ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ। ଏହା ସହ ମାତୃଭାଷାରେ ସିବିଏସଇ ପାଠ୍ୟକ୍ରମ ପଢା ହେବା ଓ ବିଭିନ୍ନ ପରୀକ୍ଷା ବି ମାତୃଭାଷାରେ ହେବା ନିହାତି ଭଲ ପଦକ୍ଷେପ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+