ତାରାଙ୍କ ଉପରୁ ହଟିବ କି ନିଲମ୍ବନ , ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ
ତାରାଙ୍କ ଉପରୁ ହଟିବ କି ନିଲମ୍ବନ । ସର୍ବଦଳୀୟ ବୈଠକ ଡ଼ାକିଲେ ବାଚସ୍ପତି । ତାରା ପ୍ରସାଦ ବାହିନୀପତିଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ ଡ଼ାକିଲେ ସର୍ବଦଳୀୟ ବୈଠକ । ଆଉ ୩୦ ମିନିଟ୍ ପାଇଁ ଗୃହ ମୁଲତବୀ ଘୋଷଣା ।ତେବେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ଉଠାଇବା ଦାବି କରିବା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକିଛନ୍ତି ।













Click it and Unblock the Notifications