ପୁଣି ଚର୍ଚ୍ଚାରେ ସୋନୁ ସୁଦ: ସାରା ଦେଶରେ ପ୍ରତିଷ୍ଠା କରିବେ ୧୮ଟି ଅକ୍ସିଜେନ୍ ପ୍ଲାଣ୍ଟ୍
ନିକଟରେ ସୋନୁ ସୁଦ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିଶେଷ ଘୋଷଣାରେ କହିଛନ୍ତି ଯେ ଖୁବ୍ ଶୀଘ୍ର ସେ ଦେଶରେ ପ୍ରାୟ ୧୫ ରୁ ୧୮ ଅକ୍ସିଜେନ୍ ପ୍ଲା୍ଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ।
ନୂଆଦିଲ୍ଲୀ: କରୋନା କାଳରେ ବଲିଉଡ ଅଭିନେତା ସୋନୁ ସୁଦ ଦେବଦୂତ ସାଜି ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ସେ ନିରନ୍ତର ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ବେଡ୍ ଏବଂ ଅକ୍ସିଜେନ୍ ଯୋଗାଉଛନ୍ତି । ନିକଟରେ ସୋନୁ ସୁଦ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିଶେଷ ଘୋଷଣାରେ କହିଛନ୍ତି ଯେ ଖୁବ୍ ଶୀଘ୍ର ସେ ଦେଶରେ ପ୍ରାୟ ୧୫ ରୁ ୧୮ ଅକ୍ସିଜେନ୍ ପ୍ଲା୍ଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ।

ସେ କହିଛନ୍ତି ଏହାର ଆରମ୍ଭ କୁର୍ନୁଲ, ନେଲୋର, ଆନ୍ଧ୍ରପ୍ରଦେଶ, ମାଙ୍ଗାଲୋର, କର୍ଣ୍ଣାଟକରୁ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ତାମିଲନାଡୁ, ପଞ୍ଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ,ବିହାର,ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଏହାକୁ ପ୍ରତିଷ୍ଠା କରିବେ ।

କରୋନାର ଦ୍ୱିତୀୟ ଲହର ଯୋଗୁଁ ସାରା ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଛି, ଯେଉଁଥିପାଇଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଯଦି ସୋନୁଙ୍କୁ ବିଶ୍ୱାସ କରାଯାଏ, ତେବେ ସମଗ୍ର ଦେଶ ଏକ ବଡ଼ ମୂଲ୍ୟ ଦେଇ ଏହି ଜିନିଷଗୁଡ଼ିକର ମହତ୍ତ୍ୱ ବୁଝିଛି ।
More From
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications