For Quick Alerts
For Daily Alerts
ଶ୍ୱଶୁର ଘର ସାମ୍ନାରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ
ଉଦଳା: ଶ୍ବଶୁର ଘର ସାମ୍ନାରେ ଜ୍ବାଇକୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବାଲେଶ୍ବର ଅଞ୍ଚଳର ରଣଜିତ ପ୍ରଧାନ ।

ସୂଚନା ଅନୁସାରେ, ଗତକାଲି ରାତିରେ ରଣଜିତ ଗାଡି ବୁଲାଉଥିଲେ । କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ୩ ଜଣ ଯୁବକ ଗାଡି ସାଇଡ କରି ରଣଜିତଙ୍କ ସହିତ ଝଗଡା କରିଥିଲେ । ଗାଡି ଇଣ୍ଡିକେଟର କାହିଁକି ଦେଇନଥିଲ କହି ଝଗଡା କରିବା ନିସ୍ତୁକ ମାଡ ମାରିଥିଲେ । ପାଟି ଶୁଣି ଶ୍ବଶୁର ଘର ଲୋକେ ଲୋକଙ୍କୁ ଡାକିଥିଲେ ।
ପରେ ଗୁରୁତର ଅବସ୍ଥାରେ ରଣଜିତଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣଶ କରିଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ୩ ଜଣଙ୍କୁ ଅଟକ ରଖିଛି ।
Comments
English summary
son-in-law was killed in front of father-in-law's house
Story first published: Sunday, June 6, 2021, 15:40 [IST]