Get Updates
Get notified of breaking news, exclusive insights, and must-see stories!

ଶ୍ୱଶୁର ଘର ସାମ୍ନାରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଶ୍ବଶୁର ଘର ସାମ୍ନାରେ ଜ୍ବାଇକୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବାଲେଶ୍ବର ଅଞ୍ଚଳର ରଣଜିତ ପ୍ରଧାନ ।

ଉଦଳା: ଶ୍ବଶୁର ଘର ସାମ୍ନାରେ ଜ୍ବାଇକୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ ହେଲେ ବାଲେଶ୍ବର ଅଞ୍ଚଳର ରଣଜିତ ପ୍ରଧାନ ।

Murder

ସୂଚନା ଅନୁସାରେ, ଗତକାଲି ରାତିରେ ରଣଜିତ ଗାଡି ବୁଲାଉଥିଲେ । କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ୩ ଜଣ ଯୁବକ ଗାଡି ସାଇଡ କରି ରଣଜିତଙ୍କ ସହିତ ଝଗଡା କରିଥିଲେ । ଗାଡି ଇଣ୍ଡିକେଟର କାହିଁକି ଦେଇନଥିଲ କହି ଝଗଡା କରିବା ନିସ୍ତୁକ ମାଡ ମାରିଥିଲେ । ପାଟି ଶୁଣି ଶ୍ବଶୁର ଘର ଲୋକେ ଲୋକଙ୍କୁ ଡାକିଥିଲେ ।

ପରେ ଗୁରୁତର ଅବସ୍ଥାରେ ରଣଜିତଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣଶ କରିଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ୩ ଜଣଙ୍କୁ ଅଟକ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+