Get Updates
Get notified of breaking news, exclusive insights, and must-see stories!

ଓଡିଶାରେ କେଉଁଠି ଓ କେତେ ସମୟ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ ?

ଆସନ୍ତୁ ନଜର ପକାଇବା ଓଡିଶାରେ ଏହି ମହାଜାଗତିକ ଦୃଶ୍ୟ କେଉଁଠି ଓ କେତେ ସମୟ ପାଇଁ ଦୃଶ୍ୟମାନ ହେବ ?

ଭୁବନେଶ୍ୱର: ଆଜି ( ମଙ୍ଗଳବାର) ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଆଉ କିଛି ସମୟ ପରେ ସୂର୍ଯ୍ୟଙ୍କ ଦେହରେ ଲାଗିବ ପରାଗ । ତେବେ ଆସନ୍ତୁ ନଜର ପକାଇବା ଓଡିଶାରେ ଏହି ମହାଜାଗତିକ ଦୃଶ୍ୟ କେଉଁଠି ଓ କେତେ ସମୟ ପାଇଁ ଦୃଶ୍ୟମାନ ହେବ ?

solar eclipse

ସ୍ଥାନ ଓ ସମୟ:

  • କେନ୍ଦ୍ରାପଡା - ୪.୫୬ ରୁ ୫.୧୩ (୧୭ମିନିଟ୍)
    ଜଗତସିଂହପୁର- ୪.୫୬ ରୁ ୫.୧୪ (୧୮ ମିନିଟ୍)
    ଭଦ୍ରକ- ୪.୫୪ ରୁ ୫.୧୨ (୧୮ମିନିଟ୍)
    ମୟୁରଭଞ୍ଜ- ୪.୫୨ ରୁ ୫.୧୦ (୧୮ମିନିଟ୍)
    ଯାଜପୁର- ୪.୫୫ ରୁ ୫.୧୩ (୧୮ମିନିଟ୍)
    ପୁରୀ- ୪.୫୭ ରୁ ୫.୧୬ (୧୯ମିନିଟ୍)
    ଖୋର୍ଦ୍ଧା- ୪.୫୭ ରୁ ୫.୧୭ (୨୦ମିନିଟ୍)
    କଟକ- ୪.୫୬ ରୁ ୫.୧୫ (୨୦ମିନିଟ୍)
    ଢେଙ୍କାନାଳ ୪.୫୫ ରୁ ୫.୧୬ (୨୧ମିନିଟ୍)
    ଗଞ୍ଜାମ ୪.୫୮ ରୁ ୫.୨୦ (୨୨ମିନିଟ୍)
    ନୟାଗଡ ୪.୫୬ ରୁ ୫.୧୮ (୨୩ମିନିଟ୍)
    କେନ୍ଦୁଝର ୪.୫୩ ରୁ ୫.୧୬ (୨୩ମିନିଟ୍)
    କଳାହାଣ୍ଡି ୪.୫୬ ରୁ ୫.୧୯ (୨୩ମିନିଟ୍)
    ଅନଗୁଳ ୪.୫୪ ରୁ ୫.୧୮ (୨୪ମିନିଟ୍)
    ଗଜପତି - ୪.୫୯ ରୁ ୫.୨୩ (୨୫ମିନିଟ୍)
    ବୌଦ୍ଧ - ୪.୫୪ ରୁ ୫.୨୧ (୨୭ମିନିଟ୍)
    ଦେବଗଡ - ୪.୫୨ରୁ ୫.୧୯ (୨୭ମିନିଟ୍)
    କନ୍ଧମାଳ - ୪.୫୫ ରୁ ୫.୨୩ (୨୮ମିନିଟ୍)
    ସମ୍ବଲପୁର - ୪.୫୨ ରୁ ୫.୨୦ (୨୮ମିନିଟ୍)
    ରାୟଗଡା - ୪.୫୭ ରୁ ୫.୨୬ (୨୯ମିନିଟ୍)
    ବରଗଡ - ୪.୫୨ରୁ ୫.୨୨ (୩୦ମିନିଟ୍)
    ସୋନପୁର - ୪.୫୪ ରୁ ୫.୨୪ (୩୦ମିନିଟ୍)
    ଝାରସୁଗୁଡା - ୪.୫୧ରୁ ୫.୨୧ (୩୦ମିନିଟ୍)
    ସୁନ୍ଦରଗଡ - ୪.୫୦ ରୁ ୫.୨୧ (୩୧ମିନିଟ୍)
    କୋରାପୁଟ - ୪.୫୮ ରୁ ୫.୨୯ (୩୧ମିନିଟ୍)
    ବଲାଙ୍ଗିର - ୪.୫୩ ରୁ ୫.୨୫ (୩୧ମିନିଟ୍)
    ମାଲକାନାଗିରି - ୪.୫୯ ରୁ ୫.୩୩ (୩୪ମିନିଟ୍)
    ନବରଙ୍ଗପୁର - ୪.୫୭ ରୁ ୫.୩୧ (୩୪ମିନିଟ୍)
    ନୂଆପଡା - ୪.୫୨ ରୁ ୫.୨୮ (୩୬ମିନିଟ୍)
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+