Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱର ଆକାଶରେ ଦେଖାଗଲା ସୂର୍ଯ୍ୟପରାଗ

ରାଜଧାନୀ ଆକାଶରେ ସୂର୍ଯ୍ୟପରାଗ । ମହାଜାଗତିକ ଦୃଶ୍ୟ ଦେଖିଲେ ରାଜଧାନୀବାସୀ । ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେଲା ସୂର୍ଯ୍ୟପରାଗ ।

ଭୁବନେଶ୍ୱର: ରାଜଧାନୀ ଆକାଶରେ ସୂର୍ଯ୍ୟପରାଗ । ମହାଜାଗତିକ ଦୃଶ୍ୟ ଦେଖିଲେ ରାଜଧାନୀବାସୀ । ଭୁବନେଶ୍ୱରରେ ଅପରାହ୍ନ ୪.୫୭ରେ ଆରମ୍ଭ ହୋଇ ୫ଟା ୧୬ ମିନିଟରେ ଶେଷ ହେଲା ସୂର୍ଯ୍ୟପରାଗ ।

Solar Eclipse

ଅପରାହ୍ନ ୪ଟା ୫୮ ପରେ ଏହା ସ୍ପଷ୍ଟ ପ୍ରତ୍ୟୟମାନ ହୋଇଛି । ଲୋକେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାକୁ ଦେଖୁଛନ୍ତି । ସେହିଭଳି ପ୍ଲାନେଟୋରିୟମରେ ମଧ୍ୟ ଲୋକଙ୍କୁ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି । ଏହି ସମୟରେ ସୂର୍ଯ୍ୟଙ୍କ ମାତ୍ର ୧୫ ପ୍ରତିଶକୁ ଢାଙ୍କି ହୋଇ ରହିଥିଲା ଚନ୍ଦ୍ର ।

ଓଡିଶାରେ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିଥିବା ବେଳେ ସନ୍ଧ୍ୟା ୬ଟା ୨୬ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ତେବେ ସୂର୍ଯ୍ୟପରାଗରେ ପାକ ନିଷେଧ ନିୟମ ରହିଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ହେତୁବାଦୀ । ଆଜି ଦିନ ଭୋର ୪ଟା ୫୭ ମିନିଟରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେ‌ଧ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+