ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ମାଟି ଉଠା
ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ମାଟି ଉଠା ଆଜି ରାଜଧାନୀରେ ଆରମ୍ଭ ହୋଇଛି ମୃଭିକା ଅନୁକୂଳ ପାଇଁ କୁଆଖାଇ ନଦୀ ପଠାରେ ଭିଡ଼ ପରିଲକ୍ଷିତ ହୋଇଛି ବିଭିନ୍ନ ପୂଜା କମିଟିର ସଦସ୍ୟମାନେ କୁଆଖାଇ ନଦୀ କୂଳରେ ପହଞ୍ଚିଛନ୍ତି।

ପାରମ୍ପରିକ ବାଦ୍ୟ ସହ ମନ୍ତ୍ର ଧ୍ବନୀରେ କମ୍ପୁଚି ନଦୀ ପଠା ପୂଜା ପାଠ ସହ ଜନ୍ମାଷ୍ଟମୀ ତିଥିରେ ମୃତ୍ତିକା ଅନୁକୂଳ କରିବେ ପୂଜା କମିଟିମାନୋ ନୟାପଲ୍ଲୀ, ସହିଦ ନଗର, ଚନ୍ଦ୍ରଶେଖରପୁର ଭଳି ପୂଜା କମିଟିମାନେ ନଦୀ ପଠାରେ ପହଞ୍ଚିଛନ୍ତି।












Click it and Unblock the Notifications