ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯାତନା, ମାଡ଼ ମାରିବା ସହ ବ୍ଲେଡ୍‌ରେ ଆକ୍ରମଣ ଅଭିଯୋଗ

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯାତନା ଅଭିଯୋଗ । ଖୁଣ୍ଟା ଥାନା ବାସିପିଠାସ୍ଥିତ ଏକ ଉଚ୍ଚ ବିଦ୍ୟାଳୟରେ ନିର୍ଯାତନା ହୋଇଥିବା ସୂଚନା । ଛାତ୍ରଙ୍କୁ ମାଡ଼ ମାରିବା ସହ ବ୍ଲେଡ୍‌ରେ ଆକ୍ରମଣ ଅଭିଯୋଗ। ଛାତ୍ରଙ୍କ ଦେହରେ ଶତାଧିକ କଟା ଦାଗ ରହିଛି ।

torturing
ନବମ ପିଲା ମଦ୍ୟପାନ କରୁଥିବା ଷଷ୍ଠ ଶ୍ରେଣୀ ପିଲା ଦେଖିଦେଇଥିଲେ। ଏହି ଘଟଣାକୁ ଲୁଚାଇବାକୁ ପାଇଁ ନବମ ପିଲା ଆକ୍ରମଣ କରିଥିଲେ। ଘଟଣାକୁ ସ୍ବୀକାର କଲେ ସ୍କୁଲ କର୍ତ୍ତୃପକ୍ଷ । ଫେବ୍ରୁଆରୀ ମାସର ଘଟଣା, ପିଲା ଜଣାଇ ନଥିବା କହିଲେ । ଜାଣିବା ପରେ ଥାନାରେ ଅଭିଯୋଗ ହୋଇଛି ତଦନ୍ତ ଚାଲିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+