Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଆରମ୍ଭ ହେଲା ସିଙ୍ଗଡା ବାଡିଆ କାର୍ଯ୍ୟ

ଆଜିଶ୍ରୀ ନଅର ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା । ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ ।

rathayatra

ପାରମ୍ପରିକ ଭାବେ ମା' ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ତିନି ରଥର ଚକ ନିର୍ମାଣ ଦ୍ବିତୀୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଭୋଇ ସେବକମାନେ। ଶ୍ରୀ ନଅର ସମ୍ମୁଖ ରଥଖଳାରେ ଅର ଓ ତୁମ୍ଵ ସଂଯୋଗ କାର୍ଯ୍ୟକୁ ସିଙ୍ଗଡା ବାଡିଆ କୁହାଯାଇଥାଏ। କୋରାମୁଣ୍ଡା ସାହାଯ୍ୟରେ ଅରକୁ ତୁମ୍ଭର ବିନ୍ଧରେ ଭର୍ତ୍ତି କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+