Today Gold-Silver Rate: ଲକ୍ଷେ ଟପିଲା ରୂପା ଦର, ଜାଣନ୍ତୁ କେତେ ରହିଛି ସୁନା ମୂଲ୍ୟ

Today Gold-Silver Rate: ଦେଶରେ ଲଗାତାର ସୁନା-ରୂପା ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି, ସେହିପରି ସୁନା ମଧ୍ୟ ୮୭ ହଜାର ଟଙ୍କା ଅତିକ୍ରମ କରଛି ।

ଆଜି ବଜାର ଖୋଲିବା ମାତ୍ରେ, ସୁନା ଏବଂ ରୂପାର ଦରରେ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ୧୫ ଫେବୃଆରୀ ୨୦୨୫ ରେ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୭,୩୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦,୦୬୦ ଟଙ୍କା ରହିଛି ସେହିପରି ଆଜି ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୧ ଲକ୍ଷ ୬୦୦ ଟଙ୍କା ରହିଛି ।

Today Gold-Silver Rate

ସେହିପରି ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୮୭,୩୨୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ପ୍ରାୟ ୮୦,୦୬୦ ଟଙ୍କା ରହିଛି ।

ମୁମ୍ବାଇରେ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୮୭,୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ୭୯,୯୧୦ ଟଙ୍କା ରହିଛି ସେହିପରି

କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯ ,୯୧୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୭,୧୭୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+