ଜାତୀୟ ସ୍ତରରେ ଓଡିଆଙ୍କ ପତିଆରା, LIC MD ହେଲେ ଓଡିଶାର ସିଦ୍ଧାର୍ଥ ମହାନ୍ତି
ସିଦ୍ଧାର୍ଥ ମହାନ୍ତିଙ୍କୁ ଦେଶ ସର୍ବବୃହତ ବିମା କମ୍ପାନୀ ଜୀବନ ବୀମା ନିଗମ (ଏଲଆଇସି) ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।
ଭୁବନେଶ୍ବର: ଧିରେ ଧିରେ ଜାତୀୟ ସ୍ତରରେ ବଢୁଛି ଓଡିଆଙ୍କ ଦବାଦବା । ପୁଣି ଜଣେ ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ସିଦ୍ଧାର୍ଥ ମହାନ୍ତିଙ୍କୁ ଦେଶ ସର୍ବବୃହତ ବିମା କମ୍ପାନୀ ଜୀବନ ବୀମା ନିଗମ (ଏଲଆଇସି) ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।\

ସେ ଫେବୃଆରୀ 1 ରୁ ଜୁନ୍ 30, 2023 ପର୍ଯ୍ୟନ୍ତ LIC MD ଭାବରେ କାର୍ଯ୍ୟ କରିବେ। ବର୍ତ୍ତମାନ LIC ହାଉସିଂ ଫାଇନାନ୍ସର ସିଇଓ ରହିଛନ୍ତି ଶ୍ରୀ ମହାନ୍ତି । ଜାନୁଆରୀ 31 ରେ LIC MD ଭାବରେ ଅବସର ନେବେ ଟି. ସୁଶିଲ କୁମାର । ତାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ସେ ।
କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ମହାନ୍ତିଙ୍କ ନିଯୁକ୍ତି ପାଇଁ ଆର୍ଥିକ ସେବା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି। LIC ହାଉସିଂ ଫାଇନାନ୍ସରେ ଯୋଗଦେବା ପୂର୍ବରୁ ମହାନ୍ତି ଆଇନ ବିଭାଗ ପରିଚାଳନା କରୁଥିବା LIC ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ । ସେ 1985 ରେ ସିଧାସଳଖ ନିଯୁକ୍ତି ଅଧିକାରୀ ଭାବରେ LIC ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications