Get Updates
Get notified of breaking news, exclusive insights, and must-see stories!

ଏସ ଆଇ ଚାକିରି କେଳେଙ୍କାରୀ, ବିହାର ପରେ ଗୁଜୁରାଟ ଲିଙ୍କ୍

ପୋଲିସ ଏସ ଆଇ ଚାକିରି କେଳେଙ୍କାରୀ । ବିହାର ପରେ ସାମ୍ନାକୁ ଆସିଲା ଗୁଜୁରାଟ ଲିଙ୍କ୍ । ଗୁଜୁରାଟ ବଡୋଦ୍ରାରୁ ନିତୁ ଆରୋରାକୁ ଗିରଫ କଲା ସିବିଆଇ । ପୋଲିସ ଏସ ଆଇ ନିଯୁ୍କ୍ତି ପାଇଁ ନେଇଥିଲା ଦାୟିତ୍ବ । ଏସ ଆଇ ସହିତ ଆଉ ଦୁଇଟି ନିଯୁକ୍ତି ର ଦାୟିତ୍ବ ନେଇଥିବା ମଧ୍ୟ ସିବିଆଇ ହାତରେ ଲାଗିଛି ତଥ୍ୟ । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ । ଏନେଇ ଗତ ଦୁଇ ଦିନ ଧରି ବିହାରର ଗିରଫ ଅଭିଯୁକ୍ତ ନିତିଶ କୁମାର ଓ ଓଡ଼ିଶାର ଗିରଫ ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ସିବିଆଇ ପାଇଥିଲା ତଥ୍ୟ । ତେବେ ନିତିଶ କୁମାର ସହ ଅନ୍ୟ ଚାରି ଜଣଙ୍କ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରିଛି ସିବିଆଇ‌ । ନିତୁ ଆରୋରାକୁ ପରବର୍ତି ପର୍ଯ୍ୟାୟରେ ପଚରାଉଚରା ପରେ ସାମ୍ନାକୁ ଆସିବା ଆଉ କିଛି ନୁଆ ଲିଙ୍କ୍ ।

SI job Kelankar
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+