ପଦାରେ ପଡ଼ିଲା SI ପରୀକ୍ଷାର ଜାଲିଆତି ! ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ସୂଚନା

ପଦାରେ_ପଡ଼ିଲା_SI_ପରୀକ୍ଷାର_ଜାଲିଆତି ! ବ୍ରହ୍ମପୁର ପୁଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୁଲିସ ଧରିଥ‌ିବା ସୂଚନା । SI ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥ‌ିବା ବେଳେ ଧରାପଡ଼ିଲେ । ଓଡ଼ିଶା ପୁଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା । ଓଡ଼ିଶା ପୁଲିସ SI ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥ‌ିବା ଚର୍ଚ୍ଚା । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ ଧରିଲା ବ୍ରହ୍ମପୁର ପୁଲିସ ।

SI exam
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+