ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା ; ବ୍ରହ୍ମପୁରରେ ସିବିଆଇ ଟିମ୍
ବ୍ରହ୍ମପୁରରେ ସିବିଆଇ ଟିମ୍। ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି। ଏଥିଲାଗି ଆଜି ସିବିଆଇ ଟିମ୍ ବ୍ରହ୍ମପୁର କୋର୍ଟରେ ପହଞ୍ଚିଛନ୍ତି । ସିବିଆଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିପାରେ ।

ସିବିଆଇ ଟିମ୍ ସହ କ୍ରାଇମବ୍ରାଞ୍ଚ ମଧ୍ୟ ଉପସ୍ଥିତ ରହିଛି। ସିବିଆଇ କୋର୍ଟକୁ କେସ ରେକର୍ଡ ସ୍ଥାନାନ୍ତର କରିବାକୁ ଜେଏମଏଫ୍ସି କୋର୍ଟ ରେ ସିବିଆଇ ପିଟିସନ ଦାଖଲ କରିଛି।












Click it and Unblock the Notifications