Get Updates
Get notified of breaking news, exclusive insights, and must-see stories!

ଟ୍ୱିନସିଟିରେ କଡାକଡି ହେବ ସଟଡାଉନ, ଜଗିବେ 32 ପ୍ଲାଟୁନ ଫୋର୍ସ, 205 ଅଫିସର

ଦ୍ୱୈତନଗରୀରେ କଡ଼ାକଡ଼ି କାର୍ଯ୍ୟକାରୀ ହେବ ସଟଡାଉନ । ନାଇଟକର୍ଫ୍ୟୁକୁ ମିଶାଇ ସୋମବାର ସକାଳ ୫ଟା ଯାଏଁ ଲାଗୁ ରହିବ କଟକଣା । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ୱର: ଦ୍ୱୈତନଗରୀରେ କଡ଼ାକଡ଼ି କାର୍ଯ୍ୟକାରୀ ହେବ ସଟଡାଉନ । ନାଇଟକର୍ଫ୍ୟୁକୁ ମିଶାଇ ସୋମବାର ସକାଳ ୫ଟା ଯାଏଁ ଲାଗୁ ରହିବ କଟକଣା । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

police commissioner

କଟକରେ ୧୨ ପ୍ଳାଟୁନ ଫୋର୍ସ, ୧୦୦ ଅଧିକାରୀ ଓ ଭୁବନେଶ୍ୱରରେ ୨୦ ପ୍ଳାଟୁନ୍ ଫୋର୍ସ ଓ ୧୫୦ ଅଧିକାରୀ ସଟ୍‌ଡାଉନ୍ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ରହିବେ ବୋଲି ସେ କହିଛନ୍ତି । ତେବେ କଟକଣା ସମୟରେ ଯାତାୟତ ପାଇଁ କୌଣସି ପ୍ରକାର ପାସ୍ ମିଳିବ ନାହିଁ । ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଅତ୍ୟାବଶକୀୟ କାର୍ଯ୍ୟ ଥିଲେ ମଧ୍ୟ ଲୋକେ ବାହାରକୁ ଯାଇପାରିବେ ।

 Weekend shutdown

ସେହିପରି ନାଇଟ କର୍ଫ୍ୟୁ ଓ ସଟଡାଉନ ସମୟରେ ଟ୍ୱିନସିଟିରେ ୬୮ ପଏଣ୍ଟରେ ଚେକିଂ କରାଯିବ। କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ ବୋଲି ସୂଚନା ମିଳିଛି । ଏହାସହ ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ କର୍ମଚାରୀ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯାଆସ ସହଜରେ କରିପାରିବେ ବୋଲି କମିଶନର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+