ମହାକାଶର ଅନୁଭୂତି ବଖାଣିଲେ ଶୁଭାଂଶୁ, କହିଲେ ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ କାର୍ଯ୍ୟକ୍ରମରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡର ନବମ ସଂସ୍କରଣରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ଭାଗ ନେଇ ମହାକାଶର ଅନୁଭୂତି ବଖାଣିଲେ ଶୁଭାଂଶୁ। ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ, ଏହି ଯୋଜନା ଆମର ରହିଛି'। ଗତବର୍ଷ ଅଗଷ୍ଟରେ ମୋ ମିଶନ ଆରମ୍ଭ ହୋଇଥିଲା' । ଗଗନାୟାନ ମିଶନ କାମ ଚାଲିଛି, ମୁଁ ସେଥିରେ ଗୋଟେ ପାର୍ଟ' ।













Click it and Unblock the Notifications