Shrre Mandir ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା
ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର ସାମନ୍ତ। ଭାସ୍କରଙ୍କୁ ଗିରଫ କରି ପଚାରଉଚରା କରୁଛି ପୋଲିସ। ତାଙ୍କ କ୍ୟାମେରା ଜବତ କରି ତଦନ୍ତ କରୁଥିବା ବେଳେ କିଭଳି ଶ୍ରୀମନ୍ଦିର ଭିତରେ କ୍ୟାମେରା ପଶିଲା ତାହାକୁ ନେଇ ଖୋଳତାଡ଼ ଚାଲିଛି।













Click it and Unblock the Notifications