ଦଳିବକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍: ଆଇନ୍ ମନ୍ତ୍ରୀ
Puri News: ପରିବର୍ତ୍ତନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ । ପୁରୁଣା ଡିଜାଇନ୍ ସହ ଆଉ କିଛି ନୂଆ ଡିଜାଇନ୍ ମଧ୍ୟ ମିଶାଯିବ । ଲୋକଙ୍କ ଧର୍ମୀୟ ଭାବନା ଜଡିତ ଥିବାରୁ ବିଚାରବିମର୍ଷ ଜାରି ରହିଛି । ଖାସ କରି ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ତପ ବ୍ୟବସ୍ଥା ରହିବ । ବର୍ତ୍ତମାନ ଏନେଇ ଆଲୋଚନା ଆରମ୍ଭ ହୋଇଯାଇଛି ନିଷ୍ପତ୍ତି ନିଆଯିବା ପରେ କାମ ଆରମ୍ଭ ହେବ । ତେବେ ଦୁଇରୁ ତିନି ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।













Click it and Unblock the Notifications