ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି
ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲା ଜଣେ ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲା ଅସ୍ପଷ୍ଟ । ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ଚଢ଼ି ଯାଇଥିବା ସୂଚନା । ବହୁ ଉଦ୍ୟମ କରି ଦଧିନଉତିକୁ ଚଢ଼ିଯାଇଥିବା ବ୍ୟକ୍ତିକୁ ତଳକୁ ଅଣାଗଲା ।
ଦଧିନଉତି ଉପରକୁ ଚଢ଼ିଯାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଥିବା କହିଛନ୍ତି ପୁରୀ ଏସ୍ପି। ସେ ଜଣେ ବୟସ୍କ ବ୍ୟକ୍ତି। ତାଙ୍କ ଘର ଛତ୍ରପୁରରେ। ସେ ନର୍ଭସ ଅଛନ୍ତି। ଆଉ ଟିକେ ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଏସ୍ପି କହିଛନ୍ତି ।

ଅନ୍ୟପକ୍ଷରେ ଗଣମାଧ୍ୟମରେ ଉକ୍ତ ବ୍ୟକ୍ତି କହିଛନ୍ତି ଯେ ପତିତପାବନ ବାନା ଉଡ଼ିଯାଇଥିବାରୁ ସେ ସେଠାକୁ ଚଢ଼ି ଯାଇଥିଲେ।












Click it and Unblock the Notifications