Shree Mandir: ଡିସେମ୍ୱର ୨୮ ଓ ୨୯ରେ ଧାଡ଼ି ଦର୍ଶନର ଟ୍ରାଏଲ ରନ୍‌

ଆସନ୍ତା ୨୮ କିମ୍ବା ୨୯ରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ଟ୍ରାଏଲ ରନ୍‌ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନାଟମଣ୍ଡପ ତଳେ ଥିବା ସମସ୍ତ ଆଲମିରା ଓ ଲୁହା ଗଡରେଜକୁ ହଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ହୁଣ୍ଡି ହଟାଇବା ପାଇଁ ଆଇନ ବିଭାଗର ଅନୁମତି ଲୋଡ଼ିଛି ପ୍ରଶାସନ । ସେପଟେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଡିଜାଇନ କାର୍ଯ୍ୟକାରୀ ହେଲେ ଗରୁଡ଼ ସ୍ତମ୍ଭ ନିକଟରେ ହେଉଥିବା ନୀତିକାନ୍ତିରେ ସମସ୍ୟା ହେବ ବୋଲି ସେବାୟତମାନେ କହିଛନ୍ତି ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର। କେମିତି ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ତାକ ଏକ ସମ୍ଭାବ୍ୟ ଡିଜାଇନ ମଧ୍ୟ ପ୍ରସ୍ତୁତ ହୋଇଛି ।

Shree Mandir

ସେଇ ଡିଜାଇନ ଅନୁସାରେ ସାତପାହାଚ ପରେ ଗରୁଡ ସ୍ତମ୍ଭ ପାଖରେ ଏକ ରାମ୍ପ କରାଯାଇଛି । ସେହିଠାରେ ଭକ୍ତମାନେ ଦର୍ଶନ କରିପାରିବେ କିନ୍ତୁ ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରିବା ସୁବିଧା ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+