ଶ୍ରୀମନ୍ଦିର ଆଇନ ଅଧିକ କଠୋର ସହ ସଂଶୋଧନ ପାଇଁ ପ୍ରସ୍ତାବ

ଶ୍ରୀମନ୍ଦିର ଆଇନ ଅଧିକ କଠୋର ସହ ସଂଶୋଧନ ପାଇଁ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ।
ମହାପ୍ରଭୁଙ୍କ ସଂସ୍କୃତିକୁ କ୍ଷୁର୍ଣ୍ଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ । ଶ୍ରୀମନ୍ଦିର ଭିତରୁ ହିଡେନ୍ କ୍ୟାମେରା ଧରାପଡ଼ିବା ପରେ ପ୍ରସ୍ତାବ ।

ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଦେଲା ଭଳି ପୋଷ୍ଟ କଲେ, କଠୋର ଦଣ୍ଡବିଧାନ ଅର୍ଥାତ୍ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଓ ଏନବିଡବ୍ଲୁ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାସହ କୌଣସି ବ୍ୟକ୍ତି ଜାଣତରେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ର ବ୍ୟବହାର କରନ୍ତି, ତାହେଲେ ୧ହଜାର ଟଙ୍କାର ଜୋରିମାନା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି ।

shree mandir

ସେହିପରି ଶ୍ରୀମନ୍ଦିର ଉପରେ ଅନଧିକୃତ ଭାବେ ଡ୍ରୋନ୍ ଉଡ଼ାଇଲେ, କଠୋର ଦଣ୍ଡାବିଧାନ ସହ ଏନବିଡବ୍ଲୁ ଲାଗୁ କରାଯିବା ନେଇ ସୁପାରିସ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୯୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ । ତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରିବାକୁ ସରକାରଙ୍କୁ ସୁପାରିସ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+