Shree Mandir: ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ; ଭାଙ୍ଗିଦେଲେ ହଜାରେ ବର୍ଷର ପରମ୍ପରା

ରବିବାର ବିଳମ୍ୱିତ ରାତିରେ ପୁଣି ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି । ମହାପ୍ରଭୁଙ୍କ ଚନ୍ଦନଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତରକାଠ ନିକଟରେ ଦର୍ଶନ କରିଛନ୍ତି । ଚନ୍ଦନଲାଗି ପରେ ସେବାୟତ ପରିବାରବର୍ଗ ମଧ୍ୟ ଭିତରକାଠ ପର୍ଯ୍ୟନ୍ତ ଯିବା କେହି କେବେ ଦେଖିନାହିଁ । ଏ କଥା ଜାଣି ମଧ୍ୟ ଜଣେ ବରିଷ୍ଠ ସେବାୟତ ୧୫ ଜଣ ଭକ୍ତଙ୍କୁ ନେଇ ଭିତରକାଠ ନିକଟରେ ଦର୍ଶନ କରାଇବାର ସୁଯୋଗ ଦେଇଛନ୍ତି । ସେଠାରେ ଭକ୍ତ ଦର୍ଶନ କରିବା ବେଳେ ଗର୍ଭଗୃହରୁ ସେବାୟତମାନେ ବଡ଼ ପାଟିରେ ବାରଣ ମଧ୍ୟ କରିଥିଲେ । ହେଲେ କେହି ଏହାକୁ ଭ୍ରୂକ୍ଷେପ କରି ନଥିଲେ । ଏଭଳି ନୀତି ବ୍ୟତିକ୍ରମ କାରଣରୁ ହଜାରେ ବର୍ଷର ପରମ୍ପରା ଭାଙ୍ଗିଥିବା କୁହାଯାଉଛି ।

Shree Mandir Policy deviation again in Shrimandir
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+