ମାରାଥନ୍ କାର୍ଯ୍ୟକ୍ରମରେ ଫୁଟିଲା ଗୁଳି
Odisha Crime News: ମାରାଥନ୍ କାର୍ଯ୍ୟକ୍ରମରେ ଫୁଟିଲା ଗୁଳି, ଜଣେ ଆହତ । ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତାଙ୍କ ପିଠିରେ ଗୁଳି ବାଜିଥିବା ନେଇ ସୂଚନା ରହିଛି । ଖବର ଲେଖିବା ପର୍ଯ୍ୟନ୍ତ ଗୁରୁତର ଯୁବକଙ୍କ ପରିଚୟ ମିଳିପାରି ନଥିଲା ।













Click it and Unblock the Notifications