ଓଡିଶା ଛତିଶଗଡ ସୀମାରେ ଫୁଟିଲା ଗୁଳି , ଓଡ଼ିଆ ଯବାନ ଆହାତ

ପୁଣି ସୀମାରେ ଫୁଟିଲା ଗୁଳି । ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଂଟର । ମାଓବାଦୀଙ୍କ ଗୁଳିରେ ଜଣେ ଓଡ଼ିଆ ଯବାନ ଆହତ ହୋଇଛନ୍ତି । ଶିବନାରାଣପୁର ସୁନାବେଡ଼ା ଅଭୟାରଣ୍ୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ରବିବାର ରାତିରେ ସର୍ଚ୍ଚ ଅପରେସନ ସମୟରେ ଯବାନମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ ମାଓବାଦୀ ।

Chhattisgarh

ଏଥିରେ ଓଡ଼ିଆ ଯବାନ ପ୍ରକାଶ ସାଇ ଆହତ ହୋଇଛନ୍ତି । ପ୍ରକାଶଙ୍କ ବେକରେ ଗୁଳି ବାଜଛି । ତାଙ୍କୁ ଗରିଆବନ୍ଧରେ ପ୍ରାଥମିକ ଚିକିତ୍ସା ପରେ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି ।

ମାଓବାଦୀଙ୍କୁ କଡ଼ା ଜବାବ ଦେବାକୁ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । ଏବେ ମଧ୍ୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+