ପିପିଲି ଟୋଲ ଗେଟ୍ ନିକଟରେ ଫାଙ୍କା ଗୁଳି ଚାଳନା: କାର ସହ ୩ ଅଟକ

ପିପିଲି ଟୋଲ ଗେଟ୍ ନିକଟରେ ଫାଙ୍କା ଗୁଳି ଚାଳନା । ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ନିମାପଡ଼ାର ଏକ ବିଲରୁ ୩ ଜଣଙ୍କୁ କାବୁ କରିଛି ପୋଲିସ । ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ପାଇଁ ନାକେଦମ୍ ହୋଇଛି ପୋଲିସ । କାର ସହ ୩ଜଣ ଡକାୟତଙ୍କୁ ଅଟକ ରଖିଛି ପୋଲିସ ।

ପିପିଲି ଟୋଲ୍ ପ୍ଲାଜାରେ ଫାୟାରିଂ। ଟୋଲ୍ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼ କରିଛନ୍ତି । ୭ ଜଣ ଦୁର୍ବୃତ୍ତ ଏକ କାରରେ ଭୁବନେଶ୍ବରରୁ ପୁରୀ ଯାଉଥିବା ବେଳେ ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ପିପିଲି ଟୋଲ ପ୍ଲାଜାରେ ଗୁଳିମାଡ଼ ହୋଇଛି । ଆକ୍ରମଣରେ ଟୋଲ କର୍ମଚାରୀ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

shooting

କାର୍‌ରେ ସାତ ଜଣ ଯୁବକ ଭୁବନେଶ୍ୱରରୁ ପୁରୀ ଯାଉଥିଲ । ବାଟରେ ଯୁବକମାନେ ଟୋଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଆହତ ହୋଇଛନ୍ତି । ଏହାସହିତ ଦୁଇ ରାଉଣ୍ଡ ବ୍ଲାକ ଫାଇରିଙ୍ଗ କରିିଛନ୍ତି ।

ସୂଚନା ଅନୁଯାୟୀ, କାର୍‌ରେ ସାତ ଜଣ ଯୁବକ ଭୁବନେଶ୍ୱରରୁ ପୁରୀ ଯାଉଥିଲ । ଏହି ସମୟରେ ଟୋଲ୍‌ ପ୍ଲାଜା ଦେଇ ଯିବା ସମୟରେ କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ବିବାଦ ହୋଇଥିଲା । ଯାହାଫଳରେ ଯୁବକମାନେ ଟୋଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଆହତ ହୋଇଛନ୍ତି । ଏହାସହିତ ଦୁଇ ରାଉଣ୍ଡ ବ୍ଲାକ ଫାଇରିଙ୍ଗ କରିିଛନ୍ତି । ତେବେ ଯୁବକଙ୍କ ଆକ୍ରମଣରେ ଟୋଲ ପ୍ଲାଜା କର୍ମଚାରୀଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+