ବାରରେ ଗୁଳିମାଡ଼: ୧୦ ମୃତ

ମୋଣ୍ଟେନେଗ୍ରୋ ସେଟିନଞ୍ଜିରେ ଏକ ବାରରେ ଗୁଳିମାଡ଼ରେ ୧୦ ଜଣଙ୍କ ମତ୍ୟୁ । ଗୁଳିମାଡ଼଼ କରିଥିବା ବ୍ୟକ୍ତି ବାରକୁ ଅତିଥି ଭାବେ ଏଣ୍ଟ୍ରି କରିଥିଲେ । ସନ୍ଦିଗ୍ଧ ଜଣକ ନିଜ ପରିବାର ସମେତ ୧୦ ଜଣଙ୍କୁ ଗୁଳି କରି ହତ୍ୟା କରିଥି ନେଇ ସୂଚନା ।

Shooting at bar i


ସୂଚନା ଅନୁସାରେ, ଏହି ଗୁଳିକାଣ୍ତରେ ସନ୍ଦିଗ୍ଧର ପରିବାର ସଦସ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ ମାଲିକଙ୍କର ମଧ୍ୟ ମୃତ୍ୟୁ ଘଟିଛି । ନୂଆବର୍ଷ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିଲା । ସେହିପରି ଗୁଣିକାଣ୍ତ ପରେ ଦୃବୁତ୍ତ ଫେରାର୍ ଅଛି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହ ଅଭୁଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+