ଗ୍ରାହକଙ୍କୁ ଝଟକା; ପୁଣି ବଢ଼ିଲା ସୁନା ଦର

ପୁଣି ବଢିଲା ସୁନା ଦର । ମେ' ୨୪ ଆର୍ଥାତ୍‌ ଶନିବାର ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୦୮୦ ଟଙ୍କା ରହିଛି । ଗତକାଲି ଏହା ୯୭,୫୩୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ବୃଦ୍ଧି ହୋଇଛି ।

Gold prices

୨୨କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୯୦୦ ଟଙ୍କା ରହିଛି । ଗତକାଲି ୮୯,୪୦୦ ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩, ୫୬୦ ଟଙ୍କା ରହିଛି । ଗତକାଲି ୭୩,୧୫୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍‌ କମିଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୦୯୦ ଟଙ୍କା ରହିଛି । ଗତକାଲି ଏହା ୧୧,୧୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+