ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଲା କଟକଣା : ପଢନ୍ତୁ କେଉଁମାନଙ୍କୁ ବାରଣ ହେଲା ପ୍ରବେଶ
ଶ୍ରୀଲିଙ୍ଗରାଜଙ୍କ ପାଖରେ ହେଉଥିବା ଜାଗର ଯାତ୍ରା ପାଇଁ କୋଭିଡ୍ କଟକଣା ଜାରି କରିଛି ବିଏମସି
ଭୁବନେଶ୍ୱର । ପ୍ରତିବର୍ଷ ଜାଗର ଯାତ୍ର ସମୟରେ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳେ । ଭକ୍ତମାନେ ରାତି ଅନିଦ୍ରା ହୋଇ ଦୀପ ଜାଳନ୍ତି । ସେହିପରି ଭକ୍ତଙ୍କ ମେଳରେ ଉଠେ ମହାଦୀପ । ହେଲେ ଚଳିତ ବର୍ଷ ପବିତ୍ର ଜାଗର ଯାତ୍ରାକୁ ନେଇ କଟକଣା ଲାଗିଛି । ବିଶେଷ କରି କୋଭିଡର ଦ୍ୱିତୀୟ ସଂକ୍ରମଣ ଅନ୍ୟ ରାଜ୍ୟରେ ଦେଖା ଦେଇ ଥିବାରୁ ଏହାକୁ ନେଇ ସତର୍କତା ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ଶ୍ରୀଲିଙ୍ଗରାଜଙ୍କ ପାଖରେ ହେଉଥିବା ଜାଗର ଯାତ୍ରା ପାଇଁ କୋଭିଡ୍ କଟକଣା ଜାରି କରିଛି ବିଏମସି । କୋଭିଡ୍ କଟକଣା ଭିତରେ ପାଳନ ହେବ ଚଳିତ ବର୍ଷ ଜାଗର ଯାତ୍ରା । 10ରୁ କମ୍ ଓ 60 ବର୍ଷରୁ ଅଧିକ ଲୋକଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି । ଏନେଇ ଆଜି ବିଏମସି ଓ ଲିଙ୍ଗରାଜ ମନ୍ଦିର କମିଟିର ଏକ ବୈଠକ ବସିଥିଲା । ଏହା ପରେ ଉକ୍ତ ନିଷ୍ପତି ହୋଇଛି ।
More From
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications