ବିରୋଧୀଙ୍କୁ କଡା ଟାର୍ଗେଟ କଲା ସିଦ୍ଧାନ୍ତ; କହିଲେ ଆପଣା ହସ୍ତେ ଜିହ୍ବା ଚ୍ଛେଦି, କେ ଅଛି ତାର ପ୍ରତିବାଦ’

କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରତିକ୍ରିୟା । ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିର ଗୃହରେ ଆଲୋଚନା ହେବା ଦରକାର' କିନ୍ତୁ ବିରୋଧୀ ଏହା କରିବାକୁ ଦେଉନାହାନ୍ତି ।ବାଚସ୍ପତିଙ୍କ ଧୈର୍ଯ୍ୟର ପରୀକ୍ଷା ହୋଇସାରିଲାଣି' । ଶାସକ ଦଳ କାହାର କଣ୍ଠରୋଧ କରି ନାହାନ୍ତି' । ଆପଣା ହସ୍ତେ ଜିହ୍ବା ଚ୍ଛେଦି, କେ ଅଛି ତାର ପ୍ରତିବାଦ' ।

sindhanta mahapatra

ସୂଚନା ଯୋଗ୍ୟ ଯେ; ଆଜି ୧୨ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ୱିତ ହୋଇଛନ୍ତି । ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ୱାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ୱନ କରାଯାଇଛି । ନିଲମ୍ୱନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ପ୍ରତିବାଦ କରିଛନ୍ତି । ପୁଣି ବିଧାନସଭାରେ ହଙ୍ଗାମା ଯୋଗୁଁ ୧୦ ମିନିଟ ପାଇଁ ଗୃହ କାର୍ଯ୍ୟ ମୁଲତବି ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+