Get Updates
Get notified of breaking news, exclusive insights, and must-see stories!

ଆଉ ୩ ଦିନ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ ତିନିଦିନ ପାଇଁ ଅର୍ଥାତ୍ ଆଜିଠାରୁ୨୮ ତାରିଖ (ସୋମବାର) ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ପ୍ରବେଶକୁ ବନ୍ଦ କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବରେହିପାଣିରେ ସର୍ବାଧିକ ୧୭୪.୪୯ ମିମି ବୃଷ୍ଟିପାତ ହୋଇଥିବା ବେଳେ ଉତ୍ତର ନଅଣାରେ ୧୩୭.୨୦ ମିମି, ଚହଲାରେ ୧୩୦ମିମି, କୁଳିପାଳରେ ୯୩.୨୮ମିମି, ଭଞ୍ଜବସାରେ ୬୭.୩୧ ମିମି, ପିଠାବଟା ଉତ୍ତରରେ ୫୧.୮୧ ମିମି, ଜେନାବିଲରେ ୪୮ମିମି, ଦକ୍ଷିଣ ନଅଣାରେ ୩୩.୬୦ ମିମି, ପିଠାବଟା ଦକ୍ଷିଣରେ ୩୩.୦୩ ମିମି, ଉପର ବାରାହାକାମୁଡାରେ ୩୧.୪୦ମିମି, କବାଟଘାଇରେ ୩୦.୨୨ ମିମି, ପୋଡାଡିହାରେ ୨୫.୪୦ ମିମି ବୃଷ୍ଟିପାତ ରେକର୍ଡ ହୋଇଛି। ଆଜି ମଧ୍ୟ ଦିନ ଯାକ ଶିମିଳିପାଳର ଏସବୁ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+