ଏଣିକି ପାନୀୟଜଳର ମାନ ଯାଞ୍ଚ କରିବେ SHG ମହିଳା

ଡାଇରିଆରେ ମୃତ୍ୟୁ ପରେ ଚେତିଲେ ସରକାର । ଏଣିକି ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ପାନୀୟଜଳ ଯୋଗାଣର ଯାଞ୍ଚ କରିବେ SHG ମହିଳା । ଚଳିତ ବର୍ଷ ବେକାବୁ ହୋଇଥିଲା ଡାଇରିଆ , ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ହେବା ସହ ମୃତ୍ୟୁ ବରଣ ମଧ୍ୟ କରିଥିଲେ ।

SHG

ଏଥି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । SHG ମହିଳାମାନଙ୍କୁ ଦିଆଯିବା ପାନୀୟଜଳ ଯାଞ୍ଚର ଦାୟିତ୍ୱ । ସେଥିପାଇଁ ସେମାନଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ଠିକ୍‌ ଭାବରେ ପାନୀୟଜଳ ପହଞ୍ଚିବ , ଅପରେସନ ଓ ପରିଚାଳନାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ।

ପାନୀୟଜଳ ଅପବ୍ୟବହାର ରୋକିବ SCADA । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ବିନା ଅନୁମୋଦନରେ ଖୋଳା ଯାଇପାରିବନି ପାଣି ପାଇପ୍ । ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+