ରାଉରକେଲାରେ ଲଜ୍ଜା: ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ !

୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍ । ସୁନ୍ଦରଗଡ଼ ଚାନ୍ଦିପୋଷ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ପରିବାର ଲୋକଙ୍କ ସହ ବସ ଯୋଗେ ପିନ୍ଧାନୀ କାର୍ୟ୍ୟକ୍ରମକୁ ଯାଇଥିଲେ।

Rourkela

ଏହି ସମୟରେ ନାବାଳିକା ବସରେ ଏକୁଟିଆ ଶୋଇଥିବା ବେଳେ ବସର ଖଲାସୀ ନାବାଳିକା ଜଣଙ୍କୁ ଜୋରଜବରଦସ୍ତ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଲୋକେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+