କଟକ ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ

କଟକ ସଦର ପରେ କଟକ ସହର ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ।

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀ ସାରାଦେଶରେ ଆତଙ୍କ ଖେଳାଇଥିବା ବେଳେ କଟକ ସଦରରେ ଚାଲିଛି ସେରୋ ସର୍ଭେ। ପରେ କଟକ ସହର ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ।

ବ୍ରହ୍ମପୁରରେ ୬ ମାସ ତଳେ ସର୍ଭେ ହୋଇଥିଲା। ଅନ୍ୟସ୍ଥାନ ମାନଙ୍କରେ ନଭେମ୍ବରରେ ହୋଇଥିଲା ସର୍ଭେ। ଏହା ଭିତରେ ୪ ମାସ ବିତି ଯାଇଛି। ଟିକାକରଣ ଜାରି ଥିବା ବେଳେ କେତେ ପ୍ରତିଶତ ଲୋକଙ୍କ ଠାରେ ପ୍ରତିଷେଧକ ସୃଷ୍ଟି ହୋଇଛି ଦେଖିବାକୁ ସେରୋ ସର୍ଭେ କରାଯାଉଥିବା କହିଛନ୍ତି ଆରଏମଆସି ନିର୍ଦ୍ଦେଶିକା। ଗତ ଅକ୍ଟୋବର ଓ ନଭେମ୍ବରରେ ହୋଇଥିବା ସେରୋ ସର୍ଭେରେ ଭୁବନେଶ୍ୱର ଓ କଟକରେ ୫୦ ପ୍ରତିଶତ ପ୍ରତିଷେଧକ ସୃଷ୍ଟି ହୋଇଥିଲା।

Sero Survey

ରାଜ୍ୟରେ ପୁଣି ହେବ କି ଲକଡାଉନ ?

ବର୍ତ୍ତମାନ ଲକଡାଉନ କି ସଟଡ଼ାଉନର ସ୍ଥିତି ଆସିନି। ନୂଆ ମାର୍ଗଦର୍ଶିକା ନୂଆ ଭୁତାଣୁଠାରୁ ସତର୍କ ରହିବା ପାଇଁ ଜାରି ହୋଇଛି। ସାରା ଦେଶରେ 242 ନୂଆ ଷ୍ଟ୍ରେନ ଦେଖାଯାଇଛି। ଏହାର ସଂକ୍ରମଣ ଶକ୍ତି ଅଧିକ। 213 ଜଣଙ୍କ ବ୍ରିଟେନ ଷ୍ଟ୍ରେନ ଥିବାବେଳେ ବାକି ସବୁ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ। ହେଲେ ଓଡ଼ିଶାକୁ ଏହା ଆସି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+