Get Updates
Get notified of breaking news, exclusive insights, and must-see stories!

ଟିକାକରଣ ସହିତ ସର୍ଭେଲାନ୍ସ ଉପରେ ସରକାରଙ୍କ ଗୁରୁତ୍ୱ

ରାଜ୍ୟରେ ଏବେ ସୁରୁଖୁରରେ ଟିକାକରଣ ଚାଲିଥିବା ବେଳେ ଏଣିକି ସର୍ଭେଲାନ୍ସ ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଏବେ ସୁରୁଖୁରରେ ଟିକାକରଣ ଚାଲିଥିବା ବେଳେ ଏଣିକି ସର୍ଭେଲାନ୍ସ ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ ହେଲାଣି ।

 Sero Survey

ତେବେ ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ସର୍ଭେଲାନ୍ସ କରି ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଅଧିକ ସଂକ୍ରମିତ ହେଉଥିବା ସ୍ଥାନକୁ କଣ୍ଟେନମେଣ୍ଟ କରାଯିବ । ସରକାର ବହୁତ ଚେଷ୍ଟା କରୁଛନ୍ତି । ଲୋକଙ୍କ ସହଯୋଗ ଦରକାର । ଅନଲକ ହୋଇଗଲା ଭାବି ଲୋକ ଢିଲା ନହେବା ଉଚିତ । କୋଭିଡ ନିୟମ ସଠିକ ଭାବେ ଅନୁପାଲନ ନ କଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବନି । ପଶ୍ଚିମ ଓଡ଼ିଶାରେ ଆଗ ଆରମ୍ଭ ହୋଇଥିବାରୁ ସେଠାରେ ଆଗ କମିଛି । ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ଭଲ ସ୍ଥିତି ଆସିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+